
ଆଜି ବାହୁଡା, ଶ୍ରୀ କ୍ଷେତ୍ର,ପୁରୀ ଚଳଚଞ୍ଚଳ, ଜଣାନାହିଁ କେଉଁ କାଳରୁ ଏହି ବାର୍ଷିକୀୟ ଜଗତୀୟ ଯାତ୍ରା ଚାଲିଆସୁଅଛି | ନଅଦିନର ଯାତ୍ରା ଏହିଭଗବାନ ଏହି ଭକ୍ତ ଏକାକାର | ଏହି ପ୍ରତ୍ୟାବର୍ତ୍ତନ ର ଯାତ୍ରା ବାହୁଡା ଯାତ୍ରା ଭାବରେ ଜଣାଶୁଣା | ଉତ୍ସବ ମଧ୍ୟରେ, ରଥଯାତ୍ରା ଏକ ଜୀବନର ଯାତ୍ରାସ୍ୱରୂପ – ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ଯାତ୍ରା ର ଏକ ରୂପାୟନ, ବ୍ରହ୍ମଣ୍ଡଚେତନା ରୁ ଆବିର୍ଭାବ ଏବଂ ସେହି ବ୍ରହ୍ମାଣ୍ଡଚେତନାରେ ବିଳୟ. The journey from birth to death and ultimately to the embrace of the universal consciousness.
ମାନବ ଜୀବନ: ଏକ ବାହ୍ୟ ଅନ୍ୱେଷଣ ଏବଂ ପ୍ରତ୍ୟାବର୍ତ୍ତନ ର ଯାତ୍ରା |
ଠିକ୍ ଯେପରି ଶ୍ରୀଜୀଉ ସେମାନଙ୍କ ବାହ୍ୟ ଅନ୍ୱେଷଣ ରେ ବାହାରି ନିଜର ରତ୍ନବେଦି ବାସସ୍ଥାନ କୁ ଫେରି ଆସନ୍ତି, ସେହିପରି ମାନବ ଜୀବନ ମଧ୍ୟସେହି ପଥରେ ଗତି କରେ | ଆମେ ମଧ୍ୟ ସେହି ବ୍ରହଣ୍ଡା ଚେତନାର ଗର୍ଭରୁ ବାହାରି, ମର୍ତ୍ତ୍ୟ ଅସ୍ତିତ୍ୱର ଉତ୍ଥାନ ପତନ ମଧ୍ୟରେ ଏବଂ ପ୍ରବାହକୁ ଅନୁଭବକରୁ ଏବଂ ଶେଷରେ ବ୍ରହ୍ମାଣ୍ଡଚେତନାର ମଧ୍ୟରେ ଲୀନ ହେଇଯାଉ |
ଜୀବନର ଚଲାପଥରେ ଆମର ଅନେକ ମୁହୂର୍ତ୍ତ ସୁଖ, ଦୁଃଖ, ହର୍ଷ, ଉଲ୍ଲାସ, ବିଜୟ, ପରାଜୟ ଏବଂ ଅନେକ ସାମୟିକ,ଅସାମୟିକ ପରୀକ୍ଷା ରେଭରପୂର, ଏହା ହିଁ ମାନବ ଅସ୍ତିତ୍ୱର ପରିଚୟ, ଏକ ଆବଦ୍ଧ କ୍ଷେତ୍ର ମଧ୍ୟରେ ଅନେକ ଅନୁଭୂତି
While the outward journey is a natural process, ବାହ୍ୟ ଯାତ୍ରା, ଅନ୍ୱେଷଣ ର ଯାତ୍ରା ଏକ ପ୍ରାକୃତିକ ପ୍ରକ୍ରିୟା, ଏକ ଜ୍ଞାତ ଯାତ୍ରା | ଆମର ପ୍ରତ୍ୟାବର୍ତ୍ତନ ଯାତ୍ରା – ଇଶ୍ୱରୀୟ ଚେତନା, ବ୍ରହ୍ମାଣ୍ଡ ଚେତନା ସହିତ ମିଳନର ଯାତ୍ରା, ଏକ ଅଜ୍ଞାତ ଯାତ୍ରା , ଜଣା ନାହିଁ କେବେ ଏହିପରିପକ୍ବତା ଆସିବ | କେବଳ ମୃତ୍ୟୁ ହିଁ ଏକ ମାଧ୍ୟମ | ଏହି ପ୍ରତ୍ୟାବର୍ତ୍ତନ ଯାତ୍ରା ଏକ ଭିନ୍ନ ପ୍ରକାରର ପ୍ରସ୍ତୁତି ଆବଶ୍ୟକ କରେ | It is a journey that calls for elegance, mindfulness, and acceptance of our mortality.
ଜୀବନର ବାହୁଡା ଯାତ୍ରା ର ପ୍ରସ୍ତୁତି
ଏହି ପ୍ରତ୍ୟାବର୍ତ୍ତନ ଯାତ୍ରା ପାଇଁ ଆବଶ୍ୟକ ଏକ ‘ଆଧ୍ୟାତ୍ମିକ ପ୍ରସ୍ତୁତି’ ନା କି ଆବଶ୍ୟକ ଶୋକ ର ଅନୁଚିନ୍ତା ଅବା ଦୁଃଖ ର ଧାରଣା |
On the contrary, it is about embracing the entirety of life, knowing that each passing moment is a step closer to our inevitable return. This spiritual preparation involves leading a life imbued with moral and ethical integrity, selfless service, forgiveness, and detachment from the excesses of worldly pursuits.
ଅପରପକ୍ଷେ, ଏହା ଜୀବନର ସମ୍ପୂର୍ଣ୍ଣତାକୁ ଗ୍ରହଣ କରିବା ଉଚିତ, ଏହାମଧ୍ୟ ସ୍ୱୀକାରଯୁକ୍ତ ପ୍ରତ୍ୟେକ ଅତିକ୍ରମ କରୁଥିବା ମୁହୂର୍ତ୍ତ ଆମର ଅପରିହାର୍ଯ୍ୟପ୍ରତ୍ୟାବର୍ତ୍ତନ ପାଇଁ ଏକ ଏକ ପାଦ ନିକଟତର ହେଉଛୁ | ଏହି ଆଧ୍ୟାତ୍ମିକ ପ୍ରସ୍ତୁତିରେ ନୈତିକତା ଏବଂ ଅଖଣ୍ଡତା, ନିସ୍ଵାର୍ଥପର ସେବା, କ୍ଷମା, ଏବଂଅଧିକନ୍ତୁ ସାଂସାରିକ କାର୍ଯ୍ୟରୁ ନିବୃତି ଅତ୍ୟାବଶ୍ୟକ |
In the realm of Hindu philosophy, this preparation is often represented by the concept of ‘moksha’ — liberation from the incessant cycle of birth and death. Achieving moksha signifies the realization of our true self, an acknowledgement that we are, in essence, inseparable from the universal consciousness.
ହିନ୍ଦୁ ଦର୍ଶନ ଶାସ୍ତ୍ରରେରେ, ଏହି ପ୍ରସ୍ତୁତି ପ୍ରାୟତ ”ମୋକ୍ଷ’ ଧାରଣା ଦ୍ୱାରା ବର୍ଣ୍ଣିତ ହୋଇଥାଏ – ଜନ୍ମ ଏବଂ ମୃତ୍ୟୁର ନିରନ୍ତର ଚକ୍ରରୁ ମୁକ୍ତି | ମୋକ୍ଷହାସଲ କରିବା ଆମର ପ୍ରକୃତ ଆତ୍ମଦର୍ଶନ ଏବଂ ଏହା ସ୍ୱୀକୃତି ଦିଏ ଯେ ଆମେ ସେହି ବ୍ରାହ୍ମାଣ୍ଡ ଚେତନା ଠାରୁ ଅଲଗା ନୋହୁ |
The path to prepare for the ବାହୁଡା ଯାତ୍ରା of life can take various forms. It may involve meditation, yoga, devotion, or any other spiritual practice that promotes a disciplined life and nurtures a personal relationship with the divine. These practices, tailored to individual faiths and beliefs, provide the tools to navigate the return journey with grace and dignity.
ପ୍ରତ୍ୟାବର୍ତ୍ତନ ଯାତ୍ରା, ଶ୍ରୀଜୀଉ ଙ୍କ ବାହୁଡ଼ାଯାତ୍ରା ଯାତ୍ରା ପରି, ଏହା ଏକ ମାନବୀୟ ଅନୁଭୂତି ଅଟେ | ତଥାପି, ଏହାର ପ୍ରସ୍ତୁତି ଗଭୀର ବ୍ୟକ୍ତିଗତ, ଆମର ଅନନ୍ୟ ବିଶ୍ୱାସ, କାର୍ଯ୍ୟ, ଏବଂ ଅନୁଭୂତି ଦ୍ୱାରା ଦୃଢିଭୁତ | ଏହା ଅଭିବୃଦ୍ଧି, ଆତ୍ମ-ଆବିଷ୍କାର ଏବଂ ଆତ୍ମ-ଉନ୍ନତି ମଧ୍ୟେ ଚାଲୁଥିବା ଏକପ୍ରକ୍ରିୟା |
ଜୀବନର ପ୍ରତ୍ୟେକ ମୁହୂର୍ତ୍ତ ହେଉଛି ଏହି ଆଧ୍ୟାତ୍ମିକ ଯାତ୍ରା ପାଇଁ ଏକ ଆବାହନ – ଜାଗ୍ରତ ହେବା, କାର୍ଯ୍ୟାକ୍ଷେତ୍ରରେ ଗ୍ରହଣ କରିବା ଏବଂ ଆମଆଧ୍ୟାତ୍ମିକ ଘରକୁ ଫେରିବା ପାଇଁ ପ୍ରସ୍ତୁତି | ଯେହେତୁ ଆମେ ଆମର ଜୀବନର ଶୀର୍ଷରେ, ଆମକୁ ନିଜର ବାହୁଡା ଯାତ୍ରାକୁ ଭୟ କିମ୍ବା ଅନିଶ୍ଚିତତାଭାବିବା ନିରର୍ଥକ ନୁହେଁ ବରଂ ଶାନ୍ତ ମନଚିତ୍ତ ଏବଂ ପ୍ରପୂଜ୍ୟ ଜ୍ଞାନ ସହିତ ଗ୍ରହଣ କରିବାକୁ ହେବ | ଆମେ ପ୍ରକୃତରେ ବ୍ରହ୍ମାଣ୍ଡଚେତନା ମାତ୍ର | it’s about coming home.
ସର୍ବଶେଷରେ, ପ୍ରତ୍ୟାବର୍ତ୍ତନ ଯାତ୍ରା କେବଳ ଫେରିବା ବିଷୟବସ୍ତୁ ନୁହେଁ;