Uncategorized

ପ୍ରତ୍ୟାବର୍ତ୍ତନ ଯାତ୍ରା: ବାହୁଡା ଯାତ୍ରା

ଆଜି ବାହୁଡା, ଶ୍ରୀ କ୍ଷେତ୍ର,ପୁରୀ ଚଳଚଞ୍ଚଳ, ଜଣାନାହିଁ କେଉଁ କାଳରୁ ଏହି ବାର୍ଷିକୀୟ ଜଗତୀୟ ଯାତ୍ରା ଚାଲିଆସୁଅଛି | ନଅଦିନର ଯାତ୍ରା ଏହିଭଗବାନ ଏହି ଭକ୍ତ ଏକାକାର | ଏହି ପ୍ରତ୍ୟାବର୍ତ୍ତନ ର ଯାତ୍ରା ବାହୁଡା ଯାତ୍ରା ଭାବରେ ଜଣାଶୁଣା | ଉତ୍ସବ ମଧ୍ୟରେ, ରଥଯାତ୍ରା ଏକ ଜୀବନର ଯାତ୍ରାସ୍ୱରୂପ – ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ଯାତ୍ରା ର ଏକ ରୂପାୟନ, ବ୍ରହ୍ମଣ୍ଡଚେତନା  ରୁ ଆବିର୍ଭାବ ଏବଂ ସେହି ବ୍ରହ୍ମାଣ୍ଡଚେତନାରେ ବିଳୟ.  The journey from birth to death and ultimately to the embrace of the universal consciousness. ମାନବ ଜୀବନ: ଏକ ବାହ୍ୟ ଅନ୍ୱେଷଣ ଏବଂ ପ୍ରତ୍ୟାବର୍ତ୍ତନ ର ଯାତ୍ରା | ଠିକ୍ ଯେପରି ଶ୍ରୀଜୀଉ  ସେମାନଙ୍କ ବାହ୍ୟ ଅନ୍ୱେଷଣ ରେ ବାହାରି ନିଜର ରତ୍ନବେଦି ବାସସ୍ଥାନ କୁ ଫେରି ଆସନ୍ତି, ସେହିପରି ମାନବ ଜୀବନ ମଧ୍ୟସେହି ପଥରେ ଗତି କରେ | ଆମେ ମଧ୍ୟ ସେହି ବ୍ରହଣ୍ଡା ଚେତନାର ଗର୍ଭରୁ ବାହାରି, ମର୍ତ୍ତ୍ୟ ଅସ୍ତିତ୍ୱର ଉତ୍ଥାନ ପତନ ମଧ୍ୟରେ ଏବଂ ପ୍ରବାହକୁ ଅନୁଭବକରୁ ଏବଂ ଶେଷରେ  ବ୍ରହ୍ମାଣ୍ଡଚେତନାର ମଧ୍ୟରେ ଲୀନ ହେଇଯାଉ | ଜୀବନର ଚଲାପଥରେ ଆମର ଅନେକ ମୁହୂର୍ତ୍ତ ସୁଖ, ଦୁଃଖ, ହର୍ଷ, ଉଲ୍ଲାସ, ବିଜୟ, ପରାଜୟ ଏବଂ ଅନେକ ସାମୟିକ,ଅସାମୟିକ ପରୀକ୍ଷା ରେଭରପୂର, ଏହା ହିଁ ମାନବ ଅସ୍ତିତ୍ୱର ପରିଚୟ, ଏକ  ଆବଦ୍ଧ କ୍ଷେତ୍ର ମଧ୍ୟରେ  ଅନେକ ଅନୁଭୂତି  While […]